ଆଲୋସେଟ୍ରନ

ଆଲୋସେଟ୍ରନ
Clinical data
Pronunciational oh’ se tron
Trade namesLotronex
AHFS/Drugs.commonograph
MedlinePlusa601230
Pregnancycategory
  • US: B (No risk in non-human studies)
Routes ofadministrationBy mouth (tablets)
Legal status
Legal status
  • US: ℞-only
Pharmacokinetic data
Bioavailability50–60%
Protein binding82%
MetabolismLiver (including CYP2C9, CYP3A4 and CYP1A2)
Elimination half-life1.5–1.7 hours
ExcretionRenal 73%, faecal 24%
Identifiers
IUPAC name
  • 5-methyl-2-[(4-methyl-1H-imidazol-5-yl)methyl]-2,3,4,5-tetrahydro-1H-pyrido[4,3-b]indol-1-one
Chemical and physical data
FormulaC17H18N4O
Molar mass୨୯୪.୩୬ g·mol−1
3D model (JSmol)
SMILES
  • Cc1nc[nH]c1CN2CCc4c(C2=O)c3ccccc3n4C
InChI
  • InChI=1S/C17H18N4O/c1-11-13(19-10-18-11)9-21-8-7-15-16(17(21)22)12-5-3-4-6-14(12)20(15)2/h3-6,10H,7-9H2,1-2H3,(H,18,19) checkY
  • Key:JSWZEAMFRNKZNL-UHFFFAOYSA-N checkY
  (verify)

ଆଲୋସେଟ୍ରନ, ଏକ ବେପାର ନାମ ଲୋଟ୍ରୋନେକ୍ସ, ହେଉଛି ଏକ ଔଷଧ ଯାହା ମହିଳାମାନଙ୍କଠାରେ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ (ଆଇବିଏସ୍) ଜନିତ ତରଳ ଝାଡ଼ାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଏହା କେବଳ ଗୁରୁତର ରୋଗରେ ବ୍ୟବହୃତ ହେବା ଉଚିତ, ଯାହା ଅନ୍ୟାନ୍ୟରେ ଚିକିତ୍ସାରେ ଉପଶମ ହୋଇପାରିବେ ନାହିଁ। [୨] ଏହା ପାଟିରେ ଦିଆଯାଏ । [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା ଏବଂ ଅଇ ହୋଇପାରେ । [୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ତନଳୀ ଅବରୋଧ ଏବଂ ଇସକେମିକ୍ କୋଲାଇଟିସ୍ ଅନ୍ତର୍ଭୁକ୍ତ ହୋଇପାରେ । [୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୩] ଏହା ଏକ ୫-ଏଚଟି<sub id="mwGw">୨</sub> (5-HT <sub id="mwGw">3)</sub> ରିସେପ୍ଟର ବ୍ଲକର୍ । [୧]

୧୯୮୭ ମସିହାରେ ଆଲୋସେଟ୍ରନ୍ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୯୦ ଦଶକରେ ଡାକ୍ତରୀ ବ୍ୟବହାରରେ ଆସିଥିଲା । [୪] [୧] କୋଷ୍ଠକାଠିନ୍ୟ କାରଣରୁ ଏହା ୨୦୦୦ରେ ସାମୟିକ ଭାବରେ ପ୍ରତ୍ୟାହାର କରାଯାଇଥିଲା କିନ୍ତୁ ୨୦୦୨ରେ ପୁନଃ ଉତ୍ପାଦିତ ହୋଇଥିଲା । [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୫] ଯୁକ୍ତରାଷ୍ଟ୍ରରେ ମାସକୁ ୨୦୨୨ ସୁଦ୍ଧା ପ୍ରାୟ ୨୪୦ ଡଲାର ଖର୍ଚ୍ଚ ହୋଇଥାଏ ।[୫]

ଆଧାର

  1. ୧.୦ ୧.୧ ୧.୨ ୧.୩ "Serotonin 5-HT3 Receptor Antagonists". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 8 May 2021. Retrieved 14 January 2022.
  2. ୨.୦ ୨.୧ "Alosetron Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 14 January 2022.
  3. ୩.୦ ୩.୧ ୩.୨ "DailyMed - ALOSETRON HYDROCHLORIDE tablet". dailymed.nlm.nih.gov. Archived from the original on 21 April 2021. Retrieved 14 January 2022.
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 448. ISBN 9783527607495. Archived from the original on 2021-09-30. Retrieved 2021-10-11. {cite book}: Unknown parameter |name-list-format= ignored (|name-list-style= suggested) (help)
  5. ୫.୦ ୫.୧ "Alosetron Prices, Coupons & Savings Tips - GoodRx". GoodRx. Archived from the original on 24 January 2016. Retrieved 14 January 2022.