ଏବି ଡି ଭିଲିୟର୍ସ
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Abraham Benjamin de Villiers | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | Warmbad, Transvaal Province, South Africa | ୧୭ ଫେବୃଆରୀ ୧୯୮୪|||||||||||||||||||||||||||||||||||||||||||||||||||||||||||||||||
ଡାକ ନାମ | AB, ABD, Mr. 360, Superman | |||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 1.81 m (5 ft 11 in) | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-handed | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm medium | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Batsman, Wicket-keeper and South Africa ODI Captain | |||||||||||||||||||||||||||||||||||||||||||||||||||||||||||||||||
ସମ୍ପର୍କୀୟ | Wife:
Danielle de Villiers (m. ୨୦୧୩)Son: Abraham de Villiers (born 2015) | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side |
| |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 297) | 17 ଡିସେମ୍ବର 2004 v England | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 30 ମାର୍ଚ୍ଚ 2018 v Australia | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 78) | 2 ଫେବୃଆରୀ 2005 v England | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 13 ଫେବୃଆରୀ 2018 v India | |||||||||||||||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | 17 | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟି୨୦ (cap 20) | 24 ଫେବୃଆରୀ 2006 v Australia | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟି୨୦ | 17 ଫେବୃଆରୀ 2018 v India | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
2003–2004 | Northerns | |||||||||||||||||||||||||||||||||||||||||||||||||||||||||||||||||
2004– | Titans (squad no. 17) | |||||||||||||||||||||||||||||||||||||||||||||||||||||||||||||||||
2011–present | Royal Challengers Bangalore (squad no. 17) | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: ESPNcricinfo, 28 ଜୁଲାଇ 2018 |
'ଆବ୍ରାହାମ୍ ବେଞ୍ଜାମିନ 'ଏବି ଡି ଭିଲିୟର୍ସ' (ଜନ୍ମ ୧୭ ଫେବୃୟାରୀ ୧୯୮୪) ସେ ଜଣେ ସାଉଥ୍ ଆଫ୍ରିକୀୟ କ୍ରିକେଟର।ଯିଏକି ସାଉଥ୍ ଆଫ୍ରିକା ଦିନିକିଆ(ODI) ଦଳର ଅଧିନାୟକ।[୧] ସେ ବର୍ତ୍ତମାନର ପୃଥିବୀର ସର୍ବୋତ୍ତମ ବ୍ୟାଟ୍ସମ୍ୟାନ ଓ ସବୁଦିନ ପାଇଁ ପ୍ରସିଦ୍ଧ ମଧ୍ଯ।ସେ ୨୦୧୫ର ସବୁଠାରୁ ଉତମ ବ୍ୟାଟ୍ସମ୍ୟାନ ଓ ଆଇସିସି ଦିନିକିଆ(ODI)ଓ ଟେଷ୍ଟରେ ଶ୍ରେଷ୍ଠ ତୃତୀୟ ରାଙ୍କ୍ରେ ଅବସ୍ଥିତ। ଏବି ଡି (ଆଫ୍ରିକାନ ବୟେଯ୍ ଉଚ୍ଚ ବିଦ୍ୟାଳୟ)ରେ ପଢୁଥିଲେ।ପେଟୋରିୟର ଏକ ପବ୍ଲିକ ବିଦ୍ୟାଳୟରେ।ଏବି ଡି ଡାହାଣ ହାତରେ ବ୍ୟାଟିଂ କରୁଥିଲେ।ସେ ବହୁତ ଅଳ୍ପ ସମୟରେ ମଧ୍ଯରେ ଟେଷ୍ଟ କ୍ରିକେଟ୍ରେ ୨୧ଟା ଶତକ ଓ ୩୬ଟା ଅର୍ଦ୍ଧଶତକ ହାସଲ କରିଛନ୍ତି।ସେ ସାଉଥ ଆଫ୍ରିକା ପାଇଁ ଦୁତୀୟ ଏକମାତ୍ର ବ୍ୟକ୍ତି ଯିଏକି ଏକାକି (୨୭୮*)ରନ୍ କରିଛନ୍ତି।୨୦୧୨ ପର୍ଯ୍ୟନ୍ତ ସେ ସାଉଥ ଆଫ୍ରିକା ପାଇଁ ବେଳେ ବେଳେ ଉଇକେଟ କିପିଙ୍ଗ୍ ମଧ୍ଯ କରୁଥିଲେ।ଯଦିଓ ନିୟମିତ ଉଇକେଟ କିପର୍ ମାର୍କ ବୋଉଚରଙ୍କ ଅବସର ଗ୍ରହଣ କରିବା ପରେ,ସେ ନିଜର ଅଧିନାୟିତ୍ୱରେ (odi,test,t20)ରେ ନିୟମିତ ଉଇକେଟ କିପିଙ୍ଗ୍ କଲେ।କିନ୍ତୁ କୁଏଣ୍ଟେନ ଡି କକ୍ଙ୍କ ଡେବୁଟ୍ ପରେ ସେ ଉଇକେଟ କିପିଙ୍ଗ୍ ପରିତ୍ୟାଗ କରିଥିଲେ।ତା ପରେ ସେ ଆରମ୍ଭ କରିଥିଲେ ଗୋଟେ ପାଟ୍ ଟାଇମ୍ ବୋଲର ହେବା ପାଇଁ।ଏବି ଡି ଓ ଜେପି ଡୁମିନି ଓ ତାଙ୍କ ସହ ଫରାନ୍ ବିହାରଦୁନି ୨୦୧୫ ବିଶ୍ୱକପ୍ରେ ପଞ୍ଚମ ବୋଲର ସ୍ଥାନ ପୂରଣ କରିଥିଲେ।
ତାଙ୍କ ନାମରେ ସବୁଠାରୁ ଦ୍ରୁତଗାମୀ ଅର୍ଦ୍ଧଶତକ ୫୦(୧୬) ଓ ଶତକ ୧୦୦(୩୧)ଓ ୧୫୦(୬୪)ସେ ଦିନିକିଆ ଖେଳରେ ରେକର୍ଡ କରିଛନ୍ତି।ତାହା ସହ ଟେଷ୍ଟରେ ଦ୍ରୁତଗାମୀ ଶତକ ଓଟି ୨୦ରେ ମଧ୍ଯ ଦ୍ରୁତଗାମୀ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଅନ୍ୟ କ୍ରୀଡ଼ା
ସେ ଜଣେ ପ୍ରତିଭାଶାଳୀ ଖେଳାଳି ଓ ତାହା ସହ ମଧ୍ଯ ଗଲ୍ଫ,ବ୍ୟାଡମିଣ୍ଟନ୍,ପହଁରା ଓ ଟେନିସ୍ ଖେଳରେ ମାହିର।ସେ ତାଙ୍କ ବିଦ୍ୟାଳୟରେ u-୧୪ କ୍ରିକେଟ ଦଳରେ ଭାଗନେଇଥିଲେ।ସେ ଗଲ୍ଫ ମଧ୍ଯ ଖୁବ ଭଲ ଖେଳି ପାରନ୍ତି।[୨]
ବାଲ୍ୟଜୀବନୀ
କ୍ୟାରିୟର
କୃତୀତ୍ୱ
ରେକର୍ଡ଼
ପୁରସ୍କାର
Test batting career of AB de Villiers as of 1 June 2012 with career batting average (left) and 10 innings moving average (right). |
Opponent[୩] | Matches | Innings | Not out | Runs | High Score | 100 | 50 | Average | Strike rate | Catches/Stumpings |
---|---|---|---|---|---|---|---|---|---|---|
Asia XI (for Africa XI) | 5 | 5 | 0 | 150 | 70 | 0 | 1 | 44.52 | 90.90 | 5/– |
Australia | 45 | 23 | 4 | 1189 | 136* | 1 | 10 | 62.57 | 99.74 | 11/2 |
Bangladesh | 6 | 5 | 2 | 213 | 69* | 0 | 2 | 71.00 | 82.55 | 9/– |
England | 21 | 19 | 1 | 520 | 121 | 1 | 0 | 28.88 | 80.12 | 8/– |
India | 24 | 24 | 3 | 921 | 119 | 5 | 5 | 46.05 | 105.31 | 10/1 |
Ireland | 3 | 3 | 0 | 64 | 40 | 0 | 0 | 21.33 | 136.17 | 1/– |
Kenya | 2 | 2 | 0 | 39 | 28 | 0 | 0 | 19.50 | 100.00 | 1/– |
Netherlands | 3 | 2 | 0 | 134 | 134 | 1 | 0 | 67.00 | 134.00 | – |
New Zealand | 17 | 17 | 7 | 560 | 106* | 1 | 2 | 56.00 | 89.88 | 9/1 |
Pakistan | 31 | 30 | 7 | 1423 | 128 | 3 | 5 | 61.86 | 91.39 | 13/1 |
Scotland | 1 | 1 | 0 | 62 | 62 | 0 | 1 | 62.00 | 137.77 | 1/– |
Sri Lanka | 17 | 16 | 2 | 756 | 125* | 2 | 3 | 54.00 | 103.29 | 8/– |
ୟୁଏଇ | 1 | 1 | 0 | 99 | 99 | 0 | 1 | 99.00 | 120.73 | - |
West Indies | 21 | 19 | 3 | 1219 | 162* | 5 | 4 | 76.18 | 113.28 | 10/– |
Zimbabwe | 13 | 13 | 2 | 527 | 109 | 3 | 2 | 47.90 | 107.03 | 13/– |
TOTAL | 209 | 179 | 31 | 7,791 | 162* | 20 | 45 | 54.48 | 99/5 |
ଆଧାର
ବାହାର ତଥ୍ୟ
Preview of references
- ↑ "BIO". Espn. Retrieved 31 July 2018.
- ↑ Miller, Andrew (12 January 2005). "The bigger the pressure, the more I relax". Retrieved 8 June 2016.
- ↑ "Statistics / Statsguru / AB de Villiers / ODIs". Cricinfo. Retrieved 1 June 2012.