କଲ୍ୟାଣ-ଡୋମ୍ବିବଲି

Kalyan-Dombivli
कल्याण-डोंबिवली
Metropolis/ Twin city
ଦେଶIndia India
ରାଜ୍ୟMaharashtra
ଜିଲ୍ଲାThane
Government
 • TypeMunicipal Corporation
 • BodyKalyan-Dombivli Municipal Corporation
 • MayorKalyani Patil (Shiv Sena)
 • Municipal CommissionerE. Ravendiran
 • Deputy MayorRahul Damle (BJP)
Area
 • ସମୁଦାୟ137.15 km2 (52.95 sq mi)
Population
 (2011)
 • Total୧୨,୪୬,୩୮୧
 • Density9,088/km2 (23,540/sq mi)
ଭାଷା
 • ସରକାରୀMarathi
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣMH-05
Websitekdmc.gov.in

କଲ୍ୟାଣ-ଡୋମ୍ବିବଲି ଏକ ଭାରତୀୟ ପୌର ପରିଷଦ (Municipal Corporation) ଅଟେ । ଏହା ମହାରାଷ୍ଟ୍ରର ଥନେ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କଲ୍ୟାଣ-ଡୋମ୍ବିବଲି ସହରର ମୋଟ ଜନସଂଖ୍ୟା ୧୧୯୩୨୬୬ ଅଟେ ।[୨] ସେଥି ମଧ୍ୟରୁ ୫୩.୦୮% ଜଣ ପରୁଷ ହୋଇଥିବା ବେଳେ ୪୬.୯୨% ଜଣ ନାରୀ ଅଟନ୍ତି । କଲ୍ୟାଣ-ଡୋମ୍ବିବଲିର ସାକ୍ଷରତା ହାର ୭୯.୭୦% ଅଟେ । ଏହା ଜାତୀୟ ହାରଠାରୁ ୧୪.୮୬% ପ୍ରତିଶତ କମ ଅଟେ । ସେଥିରୁ ୪୪.୩୪% ପ୍ରତିଶତ ପୁରୁଷ ଓ ୩୫.୩୬% ନାରୀ ଅଟନ୍ତି । ୧୨.୧୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା

ମରାଠୀ କଲ୍ୟାଣ-ଡୋମ୍ବିବଲିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ଆଧାର

ବାହାର ଲିଙ୍କ