କ୍ରିସ୍ଟିନ୍ ଲାଗ୍ରେଡ୍
କ୍ରିସ୍ଟିନ୍ ମେଡେଲୀନ୍ ଓଡେଟ୍ ଲାଗ୍ରେଡ୍(ଜନ୍ମ ୧ ଜାନୁଆରୀ,୧୯୫୬)ହେଉଛନ୍ତି ଜଣେ ଫ୍ରେଞ୍ଚ ଆଇନଜୀବୀ,ଜଣେ ରାଜନିତିଜ୍ଞ ଓ ୨୦୧୧ ଜୁଲାଇ ୫ରୁ "ଆନ୍ତର୍ଜାତିକ ଆର୍ଥିକ ପାଣ୍ଠି"ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ଏହା ପୂର୍ବରୁ ସେ ଫ୍ରେଞ୍ଚ ସରକାରରେ ଅନେକ ମନ୍ତ୍ରୀପଦରେ ରହିସାରିଛନ୍ତି। ସେ 'ଅର୍ଥନୈତିକ ବ୍ୟାପାର ମନ୍ତ୍ରୀ','ଅର୍ଥ ଓ ରୋଜଗାର ମନ୍ତ୍ରୀ' ଏବଂ ଡୋମିନିକ୍ ଦେ ଭିଲେପାଇଁନର 'ବାଣିଜ୍ୟ ମନ୍ତ୍ରୀ' ରୂପେ କାର୍ଯ୍ୟ ନିର୍ବାହ କରିଥିଲେ । ସେ g8 economyରେ ପ୍ରଥମ ମହିଳା ଅର୍ଥ ମନ୍ତ୍ରୀ ରୂପେ ଯୋଗ ଦେଇଥିଲେ ।
ସେ ଜଣେ ପ୍ରସିଦ୍ଧ ସ୍ୱେଛାସେବୀ ଓକିଲ ଥିଲେ।ସେ Baker and Mckenzie ନାମକ ବଡ଼ ଆଇନଜୀବୀ ଅନୁଷ୍ଠାନର ପ୍ରଥମ ମହିଳା ଅଧକ୍ଷ ରୂପେ ଯୋଗ ଦେଇଥିଲେ।
୨୦୦୯ ନଭେମ୍ବର ୧୬ରେ Financial Times ତାଙ୍କୁ ଇଉରୋଜୋନ୍ର ସର୍ବ ଶ୍ରେଷ୍ଠ ଅର୍ଥମନ୍ତ୍ରୀ ରୂପେ ଘୋଷଣା କରିଥିଲା।[୧]
୨୦୧୧ ୧୬ନଭେମ୍ବରରେ ତାଙ୍କୁ ଡୋମିନିକ୍ଙ୍କ ବଦଳରେ ୫ବର୍ଷ ପାଇଁ IMFର ମୁଖ୍ୟ ପରିଚାଳକ ଅଧକ୍ଷ ରୂପେ ଘୋଷଣା କର ହୋଇଥିଲା।,[୨][୩][୪][୫]ତାଙ୍କ ନିଯୁକ୍ତିକୁ ନେଇ ଏହା ୧୧ତମ ଥର ପାଇଁ ଜଣେ ଇଉରୋପିଆନ IMFର ମୁଖ୍ୟ ରୂପେ ଦାୟିତ୍ୱ ମିଳିଥିଲା। ତାଙ୍କୁ ୨୦୧୪ରେ ଫୋର୍ବସ ମାଗାଜୀନ୍ ବିଶ୍ୱର ପଞ୍ଚମ ଶକ୍ତିଶାଳୀ ମହିଳା ରୂପେ ଘୋଷଣା କରିଥିଲା[୬] ସେ ସର୍ବମତରେ ଦ୍ୱିତୀୟ ଥର ପଞ୍ଚମ ବର୍ଷ ରାଜକାଳ ପାଇଁ ନିର୍ବାଚିତ ହୋଇଥିଲେ।[୭]
ବ୍ୟକ୍ତିଗତ ଜୀବନ
ଲାଗ୍ରେଡ୍ ଫ୍ରାନ୍ସର ପ୍ୟାରିସ୍ ସହରରେ [୮] ଏକ ଗବେଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ, ତାଙ୍କ ପିତା ରବର୍ଟ ଲାଲୌୟେତ୍ତ ଜଣେ ଇଂରାଜୀ ଅଧ୍ୟାପକ ଥିଲେ,ଓ ମା ନିକୋଲ ,[୯]ଜଣେ ଗ୍ରିକ ଓ ଫ୍ରେଞ୍ଚ ସାହିତ୍ୟ ଅଧ୍ୟାପକ ଥିଲେ।ଲାଗ୍ରେଡ୍ ଓ ତାଙ୍କ ତିନି ଛୋଟ ଭାଇ ତାଙ୍କ ବାଲ୍ୟଜୀବନ ଲି ହାବ୍ରେରେ ବିତେଇଥିଲେ।[୧୦]
ଆଧାର
Preview of references
- ↑ From Ralph Atkins; Andrew Whiffin; FT reporters. (16 October 2009). "FT ranking of EU finance ministers". Financial Times. Retrieved 2 January 2010.
- ↑ Cite warning:
<ref>
tag with nameappointment-IMF
cannot be previewed because it is defined outside the current section or not defined at all. - ↑ "Lagarde wins IMF top job, presses Greece on crisis". Reuters. 28 June 2011. Retrieved 1 July 2011.
- ↑ "Christine Lagarde named IMF chief". BBC News. 28 June 2011. Retrieved 28 June 2011.
- ↑ "IMF Managing Directors". IMF. 28 June 2011. Retrieved 1 September 2011.
- ↑ "The World's 100 Most Powerful Women". Forbes. Forbes. Retrieved 24 June 2014.
- ↑ "IMF's Lagarde re-elected to second term". Deutsche Welle. Reuters, AFP. 19 February 2016. Retrieved 25 August 2016.
- ↑ "Le Nouvel Economiste". Nouveleconomiste.fr. Archived from the original on 2011-08-28. Retrieved 2014-02-21.
- ↑ http://www.gala.fr/stars_et_gotha/christine_lagarde
- ↑ "La mujer que oculta acero tras la sonrisa" (in ସ୍ପାନିସ୍). El País. Retrieved 24 July 2011.