ଡାରାଟୁମୁମାବ

ଡାରାଟୁମୁମାବ
Monoclonal antibody
TypeWhole antibody
SourceHuman
TargetCD38
Clinical data
Trade namesDarzalex
AHFS/Drugs.commonograph
MedlinePlusa616002
data
Pregnancycategory
  • AU: C
  • US: N (Not classified yet)
Routes ofadministrationIntravenous
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • EU: Rx-only
Chemical and physical data
FormulaC6466H9996N1724O2010S42
Molar mass୧,୪୫,୩୯୧.୬୭ g·mol−1
  (verify)

uma

ଡାରାଟୁମୁମାବ, ଏକ ବେପାର ନାମ ଡାରଜାଲେକ୍ସ, ହେଉଛି ମଲ୍ଟିପ୍ଲ ମାୟେଲୋମା (ଏମଏମ) ଏବଂ ହାଲୁକା ଶୃଙ୍ଖଳ ଆମିଲଏଡୋସିସ ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] [] ଅନ୍ୟ ଚିକିତ୍ସା ବିଫଳ ହେଲେ ଏମଏମରେ ଏହା ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ କିମ୍ବା ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇନଫ୍ୟୁଜନ୍ ପ୍ରତିକ୍ରିୟା, ଥକ୍କା, ଜ୍ୱର, ଅଇ, ତରଳ ଝାଡ଼ା, ଫୁଲା, କାଶ, ଅଣ ନିଶ୍ୱାସ, ପେରିଫେରାଲ୍ ନ୍ୟୁରୋପାଥି ଏବଂ ନିମ୍ନ ରକ୍ତ କଣିକା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, ଫୁସଫୁସ ଇଡିମା, ସେପ୍ସିସ ଏବଂ ଆଟ୍ରିଆଲ୍ ଫାଇବ୍ରିଲେସନ୍ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସିଡି ୩୮ (D38) ସହିତ ସଂଯୁକ୍ତ ହୁଏ ଏବଂ କୋଷଗୁଡ଼ିକୁ ମାରିବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିଥାଏ ।[]

୨୦୧୫ ମସିହାରେ ଆମେରିକାରେ ଏବଂ ୨୦୧୭ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡାରାଟୁମୁମାବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୧୮୯୯ମିଗ୍ରର ମୂଲ୍ୟ ପ୍ରାୟ 4,300 ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୧୧,୦୦୦ ଡଲାର ଥିଲା ।[]

ଆଧାର

  1. ୧.୦ ୧.୧ ୧.୨ ୧.୩ "Daratumumab Monograph for Professionals". Drugs.com (in ଇଂରାଜୀ). Archived from the original on 6 October 2021. Retrieved 20 December 2021.
  2. ୨.୦ ୨.୧ ୨.୨ ୨.୩ ୨.୪ "Darzalex". Archived from the original on 19 November 2021. Retrieved 20 December 2021.
  3. ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 914. ISBN 978-0857114105.
  4. "Darzalex Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 20 December 2021.