ପରମହଂସ
ପରମହଂସ ମୂଳତଃ ଏକ ସଂସ୍କୃତ ଶବ୍ଦ , ଯାହାକି ହିନ୍ଦୁ ଧାର୍ମିକ ଆଧ୍ୟାତ୍ମବାଦ ଉପରେ ଆଧାରିତ ସର୍ବୋଚ୍ଚ ଉପାଧି । ଜ୍ଞାନ ଓ ଚେତନାର ପୂର୍ଣ୍ଣଚୈତନ୍ୟମୟ ସ୍ତରରେ ଅଧିଷ୍ଠିତ ଆଚାର୍ଯ୍ୟ, ଯୋଗୀ ବା ସନ୍ୟାସୀମାନଙ୍କୁ ଏହି ଉପାଧି ଦିଆଯାଇଥାଏ । ହଂସ ନିର୍ମଳ ଓ ଶୁଦ୍ଧତାର ପ୍ରତୀକ, ପଙ୍କୋକ୍ତ ଜଳ ବା ସ୍ଥଳ ଉଭୟ ସ୍ଥାନରେ ଯେପରି ଏହାର ନିର୍ମଳତା ସମାନ ରହେ , ସେହିପରି ଆଧ୍ୟାତ୍ମିକ ହେଉ ବ ସାଂସାରିକ ବିଷୟ ବାସନା ହେଉ , ଏହି ସ୍ତରର ସନ୍ୟାସୀମାନେ ସାକ୍ଷୀ ଭାବ ପୂର୍ଣ୍ଣ ସ୍ଥିତପ୍ରଜ୍ଞ ରହନ୍ତି (ସଂସାର ରୂପୀ ସମୁଦ୍ରରେ ରାଜ ହଂସ ପରି ବିହାର କରନ୍ତି ) ।
ଆଧାର
ବାହାର ତଥ୍ୟ
ଛାଞ୍ଚ:ସ୍ୱାମୀ ବିବେକାନନ୍ଦ
|
---|
ଜୀବନ | ପରିବାର | |
---|
ସ୍ଥାନ |
- ଦକ୍ଷଣେଶ୍ଵର କାଳୀ ମନ୍ଦିର
- କାମାରପୁକୁର
- ଜୟରାମବାଟୀ
|
---|
ଘଟଣା |
- କ ଳ୍ପତରୁ ଦିବସ
- ରାମକୃଷ୍ଣ ଙ୍କ ସମାଧି
|
---|
| |
---|
ଦର୍ଶନ | |
---|
ଶିଷ୍ୟ | ସନ୍ୟାସୀ ଶିଷ୍ୟ |
- ସ୍ଵାମୀ ବିବେକାନନ୍ଦ
- ସ୍ଵାମୀ ବ୍ରହ୍ମାନନ୍ଦ
- ସ୍ଵାମୀ ଅଦ୍ଭୁତାନନ୍ଦ
- ସ୍ଵାମୀ ଅଖନ୍ଦାନନ୍ଦ
- ସ୍ଵାମୀ ପ୍ରେମାନନ୍ଦ
- ସ୍ଵାମୀ ଅଭେଦାନନ୍ଦ
- ସ୍ଵାମୀ ସାରଦାନନ୍ଦ
- ସ୍ଵାମୀ ଶିବାନନ୍ଦ
- ସ୍ଵାମୀ ରାମକୃଷ୍ଣାନନ୍ଦ
- ସ୍ଵାମୀ ସୁବୋଧାନନ୍ଦ
- ସ୍ଵାମୀ ତ୍ରିଗୁଣୀତୀତାନନ୍ଦ
- ସ୍ଵାମୀ ବିଜ୍ଞାନାନନ୍ଦ
- ସ୍ଵାମୀ ଯୋଗାନନ୍ଦ
- ସ୍ଵାମୀ ଅଦ୍ଵୈତାନନ୍ଦ
- ସ୍ଵାମୀ ନିରଞ୍ଜନାନନ୍ଦ
|
---|
ଗୃହୀ ଭକ୍ତ |
- ଅଧର ସେନ
- ବଳରାମ ବୋଷ
- ଦୁର୍ଗାଚରଣ ନାଗ
- ଗିରିଷଚନ୍ଦ୍ର ଘୋଷ
- କେଶବଚନ୍ଦ୍ର ସେନ
- ସୁରେନ୍ଦ୍ରନାଥ ମିତ୍ର
- ମହେନ୍ଦ୍ରନାଥ ଗୁପ୍ତ
|
---|
|
---|
ପ୍ରତିଷ୍ଠାନ | |
---|
ଅଧ୍ୟୟନ |
- ବିଚାରକଙ୍କ ଦୃଷ୍ଟିରେ ରାମକୃଷ୍ଣ
- ରାମକୃଷ୍ଣ ଲୀଳାପ୍ରସଙ୍ଗ
|
---|