ଫୁଲବାଣୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଫୁଲବାଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୬୬,୬୩୧
ଜିଲ୍ଲା: କନ୍ଧମାଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଫୁଲବାଣୀ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଫୁଲବାଣୀ (କ୍ରମିକ ସଂଖ୍ୟା: ୮୪) କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଫୁଲବାଣୀ (ପୌ), ଫୁଲବାଣୀ ବ୍ଳକ, ଚକାପାଦ ବ୍ଳକ, ଖଜୁରିପଡ଼ା ବ୍ଳକ ଓ ଫିରିଙ୍ଗିଆ ବ୍ଳକର କିଛି ଅଂଶ ।[୧][୨]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଡୁଗୁନି କଁହର ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦେବନାରାୟଣ ପ୍ରଧାନଙ୍କଠାରୁ ୨୫୭୯୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବେନ୍ଦ୍ର କହଁର, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦେବ ନାରାୟଣ ପ୍ରଧାନଙ୍କଠାରୁ ପ୍ରାୟ ୯,୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଫୁଲବାଣୀ [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଦେବେନ୍ଦ୍ର କହଁର ୩୮,୦୯୨ ୩୬.୬୦ -
ଭାଜପା ଦେବ ନାରାୟଣ ପ୍ରଧାନ ୨୯,୩୬୩ ୨୮.୨୧ -
କଂଗ୍ରେସ ଜଳନ୍ଧର କହଁର ୨୩,୬୬୯ ୨୨.୭୪ -
ଝାମୁମୋ ଆର୍ତ୍ତତ୍ରାଣ କହଁର ୫,୮୧୬ ୫.୫୯ -
ସ୍ୱାଧୀନ ଲୋକନାଥ ମଲ୍ଲିକ ୪,୯୯୨ ୪.୮୦ N/A
ସପା ପ୍ରଦୀପ କୁମାର ନାୟକ ୨,୧୪୪ ୨.୦୬ N/A
ଭୋଟ ବ୍ୟବଧାନ ୮,୭୨୯ ୮.୩୯* -
ମତଦାନ ହାର ୧,୦୪,୦୭୮ ୬୫.୨୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୩]

ଆଧାର