ଫେସୋଟେରୋଡାଇନ

ଫେସୋଟେରୋଡାଇନ
Space-filling model of the fesoterodine molecule
Clinical data
Trade namesToviaz, others
AHFS/Drugs.commonograph
MedlinePlusa609021
data
Pregnancycategory
  • US: N (Not classified yet) []
Routes ofadministrationBy mouth
Legal status
Legal status
  • CA: ℞-only
  • US: ℞-only
  • EU: Rx-only
Pharmacokinetic data
Bioavailability52% (active metabolite)
Protein binding50% (active metabolite)
MetabolismLiver (CYP2D6- and 3A4-mediated)
Elimination half-life7–8 hours (active metabolite)
ExcretionKidney (70%) and fecal (7%)
Identifiers
IUPAC name
  • [2-[(1R)-3-(Di(propan-2-yl)amino)-1-phenylpropyl]-4-(hydroxymethyl)phenyl] 2-methylpropanoate
ECHA InfoCard100.184.854 Edit this at Wikidata
Chemical and physical data
FormulaC26H37NO3
Molar mass୪୧୧.୫୯ g·mol−1
3D model (JSmol)
SMILES
  • O=C(Oc1ccc(cc1[C@@H](c2ccccc2)CCN(C(C)C)C(C)C)CO)C(C)C
InChI
  • InChI=1S/C26H37NO3/c1-18(2)26(29)30-25-13-12-21(17-28)16-24(25)23(22-10-8-7-9-11-22)14-15-27(19(3)4)20(5)6/h7-13,16,18-20,23,28H,14-15,17H2,1-6H3/t23-/m1/s1 checkY
  • Key:DCCSDBARQIPTGU-HSZRJFAPSA-N checkY
  (verify)

ଫେସୋଟେରୋଡାଇନ (ଇଂରାଜୀ ଭାଷାରେ Fesoterodine), ଅନ୍ୟମାନଙ୍କ ମଧ୍ୟରେ ଟୋଭିଆଜ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହାକି ଅତିସକ୍ରିୟ ମୂତ୍ରାଶୟ ସିଣ୍ଡ୍ରୋମ (OAB)ର ଲକ୍ଷଣମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଏପରି ସମସ୍ୟାରେ ବ୍ୟବହାର ପାଇଁ ଏହା ଦ୍ୱିତୀୟ ଧାଡ଼ିର ଏକ ଔଷଧ ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମୂତ୍ର ଧାରଣ, ଶୋଇବାରେ ଅସୁବିଧା ଏବଂ ମୁଣ୍ଡ ବୁଲାଇବା ଅନ୍ତର୍ଭୁକ୍ତ ହୋଇପାରେ ।[] [] ଯକୃତ ଜନିତ ସମସ୍ୟା କିମ୍ବା ମ୍ୟାସ୍ଥେନିଆ ଗ୍ରାଭିସ୍ ଥିବା ଲୋକମାନଙ୍କଠାରେ ଏହା ଦେବାକୁ ସୁପାରିଶ କରାଯାଏ ନାହିଁ ।[] ଏହା ଏକ ଆଣ୍ଟିମସ୍କାରିନିକ ଯାହା ଟୋଲଟେରୋଡିନ ପରି ସମାନ ରାସାୟନିକ ପଦାର୍ଥ ମାଧ୍ୟମରେ କାର୍ଯ୍ୟ କରେ ।[]

୨୦୦୭ ମସିହାରେ ୟୁରୋପରେ,[] ୨୦୦୮ରେ ଆମେରିକାରେ[] ଏବଂ ୨୦୧୨ରେ କାନାଡ଼ାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫେସୋଟେରୋଡାଇନ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୦୧ ସୁଦ୍ଧା ଏହାର ଚିକିତ୍ସା ପିଛା ମାସକୁ ପ୍ରାୟ ୩୧୦ ଡଲାର ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୨୬ ପାଉଣ୍ଡ ।[]

ଆଧାର

  1. "Fesoterodine (Toviaz) Use During Pregnancy". Drugs.com. 7 November 2019. Archived from the original on 29 November 2020. Retrieved 12 August 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Fesoterodine Monograph for Professionals". Drugs.com (in ଇଂରାଜୀ). Archived from the original on 26 January 2021. Retrieved 23 July 2021.
  3. ୩.୦ ୩.୧ ୩.୨ "Toviaz". Archived from the original on 12 November 2020. Retrieved 4 August 2021.
  4. ୪.୦ ୪.୧ ୪.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 821. ISBN 978-0-85711-369-6.{cite book}: CS1 maint: date format (link)
  5. "Notice of Decision for TOVIAZ". Archived from the original on 2012-04-23. Retrieved 2012-04-20.
  6. "Toviaz Prices, Coupons & Savings Tips - GoodRx". GoodRx. Retrieved 4 August 2021.