ବକ୍ସାର୍
Buxar
बक्सर Capital of "bhojpuri" language | |
---|---|
city | |
Country | India |
State | Bihar |
District | Buxar |
Area | |
• ସମୁଦାୟ | 1,620 km2 (630 sq mi) |
Elevation | 55 m (180 ft) |
Languages | |
• Official | Hindi |
Time zone | UTC+5:30 (IST) |
PIN | 802101 |
Telephone code | 06183 |
ଯାନବାହାନ ପଞ୍ଚୀକରଣ | Br-44 |
Website | buxar |
ବକ୍ସାର୍ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ବିହାରର ବୁxଅର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
ବକ୍ସାର୍ ୨୫.୫୭୪୭ ଉତ୍ତର ଅକ୍ଷାଂଶ ଓ ୮୩.୯୭୮୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବକ୍ସାର୍ ସହରର ମୋଟ ଜନସଂଖ୍ୟା ୮୨୯୭୫ ଅଟେ ।[୨] ସେଥି ମଧ୍ୟରୁ ୫୩.୫୩% ଜଣ ପରୁଷ ହୋଇଥିବା ବେଳେ ୪୬.୪୭% ଜଣ ନାରୀ ଅଟନ୍ତି । ବକ୍ସାର୍ର ସାକ୍ଷରତା ହାର ୬୭.୬୫% ଅଟେ । ଏହା ଜାତୀୟ ହାରଠାରୁ -୨.୮୧% ପ୍ରତିଶତ କମ ଅଟେ । ସେଥିରୁ ୪୦.୨୭% ପ୍ରତିଶତ ପୁରୁଷ ଓ ୨୭.୩୮% ନାରୀ ଅଟନ୍ତି । ୧୫.୯୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ହିନ୍ଦୀ ବକ୍ସାର୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ଆଧାର
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.