ବାରିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୧,୨୯୯
ଜିଲ୍ଲା: ମୟୂରଭଞ୍ଜ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ମୟୂରଭଞ୍ଜ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ବାରିପଦା (କ୍ରମିକ ସଂଖ୍ୟା: ୩୩) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାରିପଦା (ପୌ), ବାରିପଦା ବ୍ଳକ, ଖୁଣ୍ଟା ବ୍ଳକ ଓ ବଡ଼ସାହି ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନିଶାମଣି ବାସ୍କାଙ୍କଠାରୁ ୧୭୧୧୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ଭାଦଭ ହାଁସଦାଙ୍କଠାରୁ ‍୪,୭୬୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ବାରିପଦା [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସାନନ୍ଦ ମାରାଣ୍ଡି ୩୩,୮୪୦ ୨୯.୬୬ -
ଝାମୁମୋ ଭାଦଭ ହାଁସଦା ୨୯,୦୮୦ ୨୫.୪୯ -
ଭାଜପା ଗୋଲକ ବିହାରୀ ନାୟକ ୨୬,୯୪୦ ୨୩.୬୧ -
କଂଗ୍ରେସ କାହ୍ନୁ ସୋରେନ ୧୬,୯୭୯ ୧୪.୮୮ -
ସ୍ୱାଧୀନ ଶୋଭାକର ନାୟକ ୧,୯୩୭ ୧.୭୦ -
ସମୃଦ୍ଧ ଓଡ଼ିଶା ନନ୍ଦ କିଶୋର ହାଁସଦା ୧,୨୮୭ ୧.୧୩ -
ସ୍ୱାଧୀନ ରୂପଚାନ୍ଦ ସୋରେନ ୮୪୯ ୦.୭୪ -
ବସପା ପୂର୍ଣ୍ଣଚନ୍ଦ୍ର ନାୟକ ୭୭୨ ୦.୬୮ -
ସପା କବିତା ନାୟକ ୭୧୧ ୦.୬୨ -
ସ୍ୱାଧୀନ ବିନତା ନାୟକ ୬୯୩ ୦.୬୧ -
କଳିଙ୍ଗ ସେନା ଲମ୍ବୋଦର ସିଂ ୫୨୭ ୦.୪୬ -
ସ୍ୱାଧୀନ ନବିନ ଚନ୍ଦ୍ର ମାଝି ୪୮୭ ୦.୪୩ -
ଭୋଟ ବ୍ୟବଧାନ ୪,୭୬୦ ୪.୧୭* -
ମତଦାନ ହାର ୧,୧୪,୨୧୩ ୬୮.୨୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୭] [୮][୪]

ଆଧାର