ରାୟାଚୋଟି
Raychoti
రాయచోటి | |
---|---|
Town | |
Country | India |
State | Andhra Pradesh |
Region | Rayalaseema |
District | Kadapa district |
Government | |
• Body | Rayachoti Municipality |
Area | |
• ସମୁଦାୟ | 46.51 km2 (17.96 sq mi) |
Population (2011)[୨] | |
• Total | ୯୧,୨୩୪ |
• Density | 2,000/km2 (5,100/sq mi) |
Languages | |
• Official | Telugu, Urdu |
Time zone | UTC+5:30 (IST) |
PIN | 516 269 |
Telephone code | +91–8561 |
ଯାନବାହାନ ପଞ୍ଚୀକରଣ | AP–04 |
Website | Rayachoti Municipality |
ରାୟାଚୋଟି ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ଆନ୍ଧ୍ର ପ୍ରଦେଶର କୁଦ୍ଦପହ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
ରାୟାଚୋଟି ୧୪.୦୫୬୮ ଉତ୍ତର ଅକ୍ଷାଂଶ ଓ ୭୮.୭୫୧୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୩୬ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାୟାଚୋଟି ସହରର ମୋଟ ଜନସଂଖ୍ୟା ୭୨୧୯୬ ଅଟେ ।[୪] ସେଥି ମଧ୍ୟରୁ ୫୧.୪୫% ଜଣ ପରୁଷ ହୋଇଥିବା ବେଳେ ୪୮.୫୫% ଜଣ ନାରୀ ଅଟନ୍ତି । ରାୟାଚୋଟିର ସାକ୍ଷରତା ହାର ୬୧.୨୪% ଅଟେ । ଏହା ଜାତୀୟ ହାରଠାରୁ ୩.୬୦% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୩୯% ପ୍ରତିଶତ ପୁରୁଷ ଓ ୨୪.୮୬% ନାରୀ ଅଟନ୍ତି । ୧୪.୧୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
ତେଲୁଗୁ ରାୟାଚୋଟିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ଆଧାର
- ↑ "Basic Information of Municipality". Commissioner & Director of Municipal Administration. Municipal Administration & Urban Development Department, Govt. of Andhra Pradesh. Retrieved 19 November 2014.
- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.