ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ
ସେଣ୍ଟରାଲ ଆଫ୍ରିକାନ ପତାକା
ସେଣ୍ଟରାଲ ଆଫ୍ରିକାନଅବସ୍ଥିତି
ସେଣ୍ଟରାଲ ଆଫ୍ରିକାନ ରିପବ୍ଲିକ ହେଉଛି ଆଫ୍ରିକାରେ ଥିବା ଏକ ଦେଶ।
ଏହି ଦେଶ ବିଶ୍ୱର ୧୦ଟି ଗରିବ ଦେଶ ମଧ୍ୟରେ ଗଣାଯାଉଛି ।
୨୦୧୪ର ମାନବ ବିକାସ ସୁଚକ ଅନୁସାରେ ଏହାର ଶ୍ରେଣୀ ୧୮୭ଟି ଦେଶ ମଧ୍ୟରୁ ୧୮୫ ଥିଲା ।
ଇତିହାସ
ଭୂଗୋଳ
ଧର୍ମ
ପ୍ରଶାସନିକ ବିଭାଜନ
ଭାଷା
ଏହି ଦେଶର ମୁଖ୍ୟ ଭାଷା ଫ୍ରେଞ୍ଚ୍ ଓ ଇଂରାଜୀ ଅଟେ ।
ଆଧାର