ହୋ ଭାଷା

ହୋ
Native toଭାରତ, ବଙ୍ଗଳାଦେଶ
ଜାତିସତ୍ତାହୋ ଲୋକ
ମାତୃଭାଷୀ
[]
ଆଷ୍ଟ୍ରୋ-ଏସୀୟ
  • ମୁଣ୍ଡା
    • ଉତ୍ତର ମୁଣ୍ଡା
      • ସାନ୍ତାଳୀ
        • ଖେରବାଡ଼ି
          • ମୁଣ୍ଡାରୀ
            • ହୋ
ବାରାଙ୍ଗ ଚିତି,
ଓଡ଼ିଆ, ଦେବନାଗରୀ, ଲାଟିନ
ଭାଷା କୋଡ୍
ISO ୬୩୯-୩hoc
ଗ୍ଲୋଟୋଲୋଗhooo1248

ହୋ (ବିହାର ହୋ ଏବଂ ଲଙ୍କା କୋଲ ନାମରେ ମଧ୍ୟ ଜଣା) ଭାରତରେ ପାଖାପାଖି ୧.୦୪ ମିଲିଅନ (ଭାରତୀୟ ଜନସଂଖ୍ୟାର ୧.୧୦୩% ଭାଗ) ଏକ ଆଷ୍ଟ୍ରୋ-ଏସୀୟ ଭାଷା ସମୂହ ଅନ୍ତର୍ଗତ ଏକ ମୁଣ୍ଡା ଭାଷା । ଏହା ହୋ ଲୋକଙ୍କ ଦେଇ କଥିତ ଓ ବାରାଙ୍ଗ ଚିତି ଲିପିରେ ଲିଖିତ । କିଛି ଅଞ୍ଚଳରେ ଏହା ଓଡ଼ିଆ, ଦେବନାଗରୀ ଓ ଲାଟିନ ଲିପିରେ ଲିଖିତ ହୋଇଥିଲା [] ଏବଂ ହୋ ଭାଷୀ ଲୋକେ ବାରାଙ୍ଗ ଚିତି ଲିପିରେ ଲେଖନ୍ତି । [] "ହୋ" ନାମଟି ଏହି ଭାଷାର ଶବ୍ଦ "ହୋ"ରୁ (ଅର୍ଥ: ମଣିଷ) ନିଆଯାଇଛି । []

ବିତରଣ

ଜଣେ ହୋଭାଷୀ ବ୍ୟକ୍ତି ହୋରେ ଅଙ୍ଗପ୍ରତ୍ୟଙ୍ଗ ଦର୍ଶାଇ ସେସବୁର ନାମ କହୁଛନ୍ତି ।

ସର୍ବାଧିକ ହୋ ଭାଷୀ ଲୋକେ ଝାଡ଼ଖଣ୍ଡର ପୂର୍ବ ସିଂହଭୁମି ଜିଲ୍ଲା ଓ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ । ଭାଷାଗତ, ଆଭିଧାନିକ ଓ ବଂଶାନୁକ୍ରମ ଦୃଷ୍ଟିରୁ ହୋ ଭାଷା ଝାଡ଼ଖଣ୍ଡରେ କଥିତ ଭାଷା ତୁଳନାରେ ମୟୂରଭଞ୍ଜର କଥିତ ଭାଷା ସହ ଅଧିକ ସମ୍ବନ୍ଧିତ । ଭାଷାଗତ ଦୃଷ୍ଟିରୁ ହୋ ଓ ମୁଣ୍ଡାରୀ ଅଧିକ ସମ୍ବନ୍ଧିତ ହେଲେ ହେଁ ଏହି ଭାଷା ଦୁଇ କହୁଥିବା ଲୋକେ ବଂଶାନୁକ୍ରମ ଅନୁସାରେ ଅଲଗା । ଏହା ଖେରବାଡ଼ି ଭାଷାଭିଧାନିକ ଗୁଣର ବିଷେଷତ୍ୱ । [] []

ଆଧାର

  1. ହୋ at Ethnologue (18th ed., 2015)
  2. "The Warang Chiti Alphabet". Swarthmore.edu. Retrieved 19 March 2015.
  3. Harrison, Anderson, David, Gregory. "Review of Proposal for Encoding Warang Chiti (Hoorthography) in Unicode" (PDF). Retrieved 19 March 2015.{cite web}: CS1 maint: multiple names: authors list (link)
  4. ୪.୦ ୪.୧ "Ho Web Sketch: Ho writing" (PDF). Livingtongues.org. Archived from the original (PDF) on 17 March 2016. Retrieved 19 March 2015.
  5. Anderson, edited by Gregory S. (2008). The Munda languages (1. publ. ed.). London: Routledge. ISBN 0-415-32890-X. {cite book}: |access-date= requires |url= (help); |first1= has generic name (help)

ବାହାର ପଠନ