ହୋମି ଜାହାଙ୍ଗୀର ଭାବା
![]() ହୋମି ଜାହାଙ୍ଗୀର ଭାବା | |
ଜନ୍ମ | ହୋମି ଜାହାଙ୍ଗୀର ଭାବା ୩୦ ଅକ୍ଟୋବର ୧୯୦୯ ବମ୍ବେ, British India (present-day India) |
ମୃତ୍ୟୁ | ୨୪ ଜାନୁଆରୀ ୧୯୬୬ Mont Blanc, ଫ୍ରାନ୍ସ | (ବୟସ ୫୬)
ଜାତୀୟତା | ଭାରତ |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ପରମାଣୁ ଭୋତିକ |
ହୋମି ଜାହଙ୍ଗୀର ଭାବା (୩୦ ଅକ୍ଟୋବର ୧୯୦୯ - ୨୪ ଜାନୁଆରୀ ୧୯୬୬) ଜଣେ ପରମାଣୁ ବିଜ୍ଞାନୀ ଥିଲେ । ହୋମିଙ୍କ ଜନ୍ମ ୧୯୦୯ ମସିହାରେ ବମ୍ବେ ପ୍ରେସିଡେନ୍ସୀରେ ହୋଇଥିଲା । ବିଶିଷ୍ଟ ଶିଲ୍ପପତି ଟାଟାଜୀଙ୍କର ସଂପର୍କୀୟ ପରିବାରରେ ଜନ୍ମ ହୋଇଥିଲା।