ୟୁସୁଫ ପଠାଣ
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | ୟୁସୁଫ ଖାନ ପଠାଣ | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | ଛାଞ୍ଚ:ଜନ୍ମ ତାରିଖ ଓ ବୟସ ବରୋଦା, ଗୁଜରାଟ, ଭାରତ | |||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 1.88 m (6 ft 2 in) | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | ଡାହାଣହାତୀ | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right arm off break | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | All-rounder | |||||||||||||||||||||||||||||||||||||||||||||||||||||||||||||||||
ସମ୍ପର୍କୀୟ | Irfan Pathan (half-brother) | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side |
| |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap ୧୭୨) | ୧୦ ଜୁନ ୨୦୦୮ ୨୦୦୮ v ପାକିସ୍ତାନ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | ୧୮ ମାର୍ଚ ୨୦୧୨ v ପାକିସ୍ତାନ | |||||||||||||||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | ୨୮ | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟି୨୦ (cap ୧୮) | ୨୨ ସେପ୍ଟେମ୍ବର ୨୦୦୭ v ଅଷ୍ଟ୍ରେଲିଆ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟି୨୦ | ୩୦ ମାର୍ଚ ୨୦୧୨ v ଦକ୍ଷିଣ ଆଫ୍ରିକା | |||||||||||||||||||||||||||||||||||||||||||||||||||||||||||||||||
ଟି୨୦ ଜାମା ନମ୍ବର | ୨୮ | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
2001/02–present | ବରୋଦା | |||||||||||||||||||||||||||||||||||||||||||||||||||||||||||||||||
2008–2010 | ରାଜସ୍ଥାନ ରାୟଲ୍ସ | |||||||||||||||||||||||||||||||||||||||||||||||||||||||||||||||||
2011–present | କଲିକତା ନାଇଟ ରାଇଡ଼ର | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: ESPNCricinfo, ୬ ଜାନୁୟାରୀ ୨୦୧୩ |
ୟୁସୁଫ ପଠାଣ (ଜନ୍ମ ୧୭ ନଭେମ୍ବର ୧୯୮୨) ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ। ୟୁସୁଫ ତାଙ୍କ ପ୍ରଥମ ରଣଜୀ ୨୦୦୧/୦୨ରେ ଆରମ୍ଭ କରିଥିଲେ । ସେ ଜଣେ ଦକ୍ଷ ଓ ଦୁର୍ଦାନ୍ତ ଡାହାଣହାତୀ ବ୍ୟଟ୍ସମ୍ୟାନ ଓ ଡାହାଣହାତୀ ଅଫ ବ୍ରେକ ବୋଲର । ତାଙ୍କ ସାନ ଭାଇ ଇରଫାନ ପଠାଣ ମଧ୍ୟ ଜଣେ ଭାରତୀୟ କ୍ରିକେଟ ଦଳର ସଦସ୍ୟ ।
ବ୍ୟକ୍ତିଗତ ଜୀବନ
ୟୁସୁଫ ଜନ୍ମ ଗୁଜରାଟରେ ପଠାଣ ପରିବାର (ପଠାଣ ସମ୍ପ୍ରଦାୟ)ରେ ହୋଇଥିଲା ।[୧] ସେ ମୁମ୍ବାଇର ଜଣେ physiotherapist ଆଫ୍ରିନଙ୍କୁ ୨୭ ମାର୍ଚ ୨୦୧୩ରେ ବିବାହ କରିଥିଲେ । ତାଙ୍କର ୧୭ ଏପ୍ରିଲ ୨୦୧୪ରେ ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା ।[୨]
କ୍ୟାରିୟର
୨୦୦୭ରେ ଦେଓଧର ଟ୍ରଫିରେ ଉନତ ପ୍ରଦର୍ଶନ ପରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା ଓ ସେ ତାଙ୍କ ପ୍ରଥମ ମ୍ୟାଚ twenty20 ବିଶ୍ୱକପ ଫାଇନାଲରେ(ଏପ୍ରିଲ ୨୦୦୭) ଖେଳିଥିଲେ ଓ ୧୫ ରନ କରିଥିଲେ । ଆଇପିଏଲରେ ଭଲ ପ୍ରଦର୍ଶନ କରିବାଦ୍ୱାରା ତାଙ୍କୁ ଭାରତୀୟ ଦିନିକିଆ ଦଳରେ ସ୍ଥାନ ଦିଅ ଯାଇଥିଲା । ସେ ତାଙ୍କ ପ୍ରଥମ ଦିନିକିଆ ମ୍ୟାଚ ପାକିସ୍ତାନ ବିପକ୍ଷରେ ୧୦ ଜୁନ ୨୦୦୮ରେ ଖେଳିଥିଲେ । ସେ ୨୦୦୧୧ ବିଶ୍ୱକପରେ ସ୍ଥାନ ପାଇଥିଲେ । ୨୦୦୭ସେ ସେ ରାଜସ୍ଥାନ ରୟାଲ ଦଳ ତରଫରୁ ଆଇପିଏଲ ଖେଳିଥିଲେ ଓ ମୁମ୍ବାଇ ଇଣ୍ଡିଆନ ବିପକ୍ଷ ମ୍ୟାଚରେ ମାତ୍ର ୩୭ଟି ବଲ ଖେଳି ୧୦୦ ରନ କରି ରେକଡ ସୃଷ୍ଟି କରିଥିଲେ । ୨୦୧୧ରେ ସେ କଲିକତା ନାଇଟ ରାଇଡ଼ର ତରଫରୁ ଆଇପିଏଲ ଖେଳିଥିଲେ ।
ପ୍ରଦର୍ଶନ
ଆଇପିଏଲରେ ୟୁସୁଫଙ୍କ ପ୍ରଦର୍ଶନ | ||||||||||
---|---|---|---|---|---|---|---|---|---|---|
ବର୍ଷ | ଦଳ | ଇନିନ୍ସ | ରନ | ସର୍ବାଧିକ | ଆଭେରଜ | ସ୍ଟ୍ରାଇକ ରେଟ | ୧୦୦ | ୫୦ | ଚଉକା | ଛକା |
୨୦୦୮ | ରାଜସ୍ଥାନ ରୟାଲ[୩][୪][୫] | ୧୫ | ୪୩୫ | ୬୮ | ୩୧.୦୭ | ୧୭୯.୦୧ | ୦ | ୪ | ୪୩ | ୨୫ |
୨୦୦୯ | ୧୩ | ୨୪୩ | ୬୨* | ୨୦.୨୫ | ୧୩୨.୭୮ | ୦ | ୧ | ୨୪ | ୧୨ | |
୨୦୧୦ | ୧୪ | ୩୩୩ | ୧୦୦ | ୨୭.୭୫ | ୧୬୫.୬୭ | ୧ | ୧ | ୨୨ | ୨୪ | |
୨୦୧୧ | କଲିକତା ନାଇଟ ରାଇଡ଼ର[୬][୭] | ୧୧ | ୨୮୩ | ୪୭* | ୨୮.୩୦ | ୧୪୦.୭୯ | ୦ | ୦ | ୨୪ | ୧୩ |
୨୦୧୨ | ୧୭ | ୧୯୪ | ୪୦* | ୧୯.୪୦ | ୧୧୪.୭୯ | ୦ | ୦ | ୧୦ | ୭ | |
୨୦୧୩ | ୧୬ | ୩୩୨ | ୭୨ | ୩୦.୧୮ | ୧୩୮.୩୩ | ୦ | ୧ | ୩୦ | ୧୪ | |
2008-2013 Total[୮] | ୯୧ | ୧୮୨୦ | ୧୦୦ | ୨୬.୩୭ | ୧୪୭.୧୩ | ୧ | ୭ | ୧୫୩ | ୯୫ |
# | ରନ | ବଲ | ଚଉକା | ଛକା | ବିରୋଧୀ ଦଳ | ସହର/ଦେଶ | ସ୍ଥାନ | ବର୍ଷ |
---|---|---|---|---|---|---|---|---|
୧ | ୧୨୩* | ୯୬ | ୭ | ୭ | New Zealand | Bangalore, India | M. Chinnaswamy Stadium | ୨୦୧୦ |
2 | ୧୦୫ | ୭୦ | ୮ | ୮ | South Africa | Centurion, South Africa | SuperSport Park | ୨୦୧୧ |
ଆଧାର
- ↑ Alikuzai, Hamid Wahed (October 2013). A Concise History of Afghanistan in 25 Volumes. Trafford Publishing. p. 607. ISBN 9781490714417.
Cricket is largely a legacy of British rule in Pakistan and India, and many Pashtuns have become prominent participants, such as Shahid Afridi, Imran Khan and Irfan Pathan.
{cite book}
:|access-date=
requires|url=
(help) - ↑ "I will dedicate an innings to my newborn son, says Yusuf Pathan". Mid-Day. 18 April 2014.
- ↑ "Indian Premier League, 2007/08 / Records / Most runs". Retrieved 20 May 2012.
- ↑ "Indian Premier League, 2009 / Records / Most runs". Retrieved 20 May 2012.
- ↑ "Indian Premier League, 2009/10 / Records / Most runs". Retrieved 20 May 2012.
- ↑ "Indian Premier League, 2011 / Records / Most runs". Retrieved 20 May 2012.
- ↑ "Indian Premier League, 2012 / Records / Most runs". Retrieved 31 May 2012.
- ↑ "Indian Premier League / Records / Most runs". Retrieved 20 May 2012.