ଉଇକିପିଡ଼ିଆ:ମେଳଣ
ଉଇକିପିଡ଼ିଆ ମେଳଣ ଦେଇ ଆମେ ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବାର ଚେଷ୍ଟା କରିଥାଉ, ଓଡ଼ିଆ ଉଇକିପିଡ଼ିଆ ଉପରେ ନାନା ଆଲୋଚନା କରିଥାଉ ଓ ଆଗକୁ ବଢାଇବାର ବାଟ ତିଆରି କରିଥାଉ । ଯଦି ଆପଣ ଓଡ଼ିଶା ଓ ଓଡ଼ିଶା ବାହାରେ ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକିମିଡ଼ିଆ ପ୍ରକଳ୍ପସବୁର ବିକାଶ ପାଇଁ ଇଛୁକ ତେବେ ଏଥିରେ ଭାଗ ନିଅନ୍ତୁ ।
ମେଲ ତାଲିକା
ଯଦି ଆପଣ ଆଗ୍ରହୀ ତେବେ ଏହି ମେଲ ତାଲିକାରେ ଯୋଗ ଦିଅନ୍ତୁ https://lists.wikimedia.org/mailman/listinfo/wikipedia-or
ଆଗକୁ ହେବାକୁ ଥିବା ମେଳଣ
ଉଇକିପିଡ଼ିଆ କର୍ମଶାଳା ପାଇଁ ଆବଶ୍ୟକ ସାଧନ
ଜାଣିବା କଥା (FAQ) | କର୍ମଶାଳା ବାବଦୀୟ ଚିଠି | ପ୍ରେଜେଣ୍ଟେସନ |
---|---|---|
ଶିକ୍ଷାନୁଷ୍ଠାନ ମାନଙ୍କୁ ଚିଠି | · · |
ଉପରେ ଥିବା ଆଇକନ ମାନଙ୍କ ଉପରେ କରି ଦରକାରୀ ନଥି ଡାଉନଲୋଡ଼ କରିପାରିବେ ଓ ବ୍ୟବହାର କରିପାରିବେ ।
ଆଗରୁ ହୋଇଥିବା ମେଳଣ
-
୧ମ ମେଳଣ, ବେଙ୍ଗାଳୁରୁ ୦୬ ମାର୍ଚ ୨୦୧୧
-
୩ୟ ଓଡ଼ିଆ ଉଇକି କର୍ମଶାଳା, କଟକ ୧୭ ଏପ୍ରିଲ ୨୦୧୧
-
୨ୟ ମେଳଣ, ବେଙ୍ଗାଳୁରୁ ୨୨ ମେ ୨୦୧୧
-
୧ମ କର୍ମଶାଳା, ବାଲେଶ୍ଵର ୨୬ ଜୁନ ୨୦୧୧
-
୨ୟ କର୍ମଶାଳା, କଟକ ୦୯ ଅକ୍ଟୋବର ୨୦୧୧
-
୧ମ ମାସିକ ମେଳଣ, କଟକ ନଭେମ୍ବର ୧୩, ୨୦୧୧
-
୩ୟ ମେଳଣ, ବେଙ୍ଗାଳୁରୁ ୨୭ ଅକ୍ଟୋବର ୨୦୧୧
-
ଓଡ଼ିଆ ଉଇକିପିଡ଼ିଆ ୮ତମ ଜନ୍ମତିଥି ପାଳନ, କଟକ ୧୫ଜାନୁଆରି ୨୦୧୨
-
ଓଡ଼ିଆ ଉଇକିପିଡ଼ିଆ ୮ତମ ଜନ୍ମତିଥି ପାଳନ, ଦିଲ୍ଲୀ ୧୫ଜାନୁଆରି ୨୦୧୨
-
୧ମ ଅନୁଗୋଳ କର୍ମଶାଳା, ୩୦ ମାର୍ଚ୍ଚ, ୨୦୧୨
-
୨ୟ କର୍ମଶାଳା, ଭୁବନେଶ୍ୱର ୦୧ ଅପ୍ରେଲ, ୨୦୧୨
-
୫ମ ମେଳଣ, ଭୁବନେଶ୍ୱର ୨୨ ଜୁନ, ୨୦୧୩
-
ମେଳଣ, ଭୁବନେଶ୍ୱର ୧୮ ଡିସେମ୍ବର , ୨୦୨୨
-
ମେଳଣ, ଓଡିଆ ଉଇକିପିଡିଆ ୧୬ ବର୍ଷ ପୂର୍ତ୍ତି , ଭୁବନେଶ୍ୱର
ସୂଚନା
ଯଦି ଆଗକୁ ହେବାକୁ ଥିବା ମେଳଣରେ ଭାଗନେବାକୁ ଚାହାନ୍ତି ତେବେ ଏଠାରେ ନିଜର ଇଉଜର ନାଆଁ ଲେଖନ୍ତୁ, ଆସନ୍ତା ମେଳଣ ଆଗରୁ ଆପଣଙ୍କୁ ଜଣାଇଦିଆଯିବ ।
- ଚିତ୍ରସେନ ପରିଡା, ସ୍ତାପତ୍ଯ କଳାବିତ, ଭୁବନେଶ୍ଟର, ମୋବାଇଲ୍-+୯୧୯୮୫୩୧୪୨୭୪୨
- Soumendrak,ବେଙ୍ଗାଲୁରୁ,