କୋଇଲି
କୋଇଲି | |
---|---|
ମାଇ ପକ୍ଷୀ | |
ଅଣ୍ଡିରା ପକ୍ଷୀ | |
Conservation status
| |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Aves |
ଗଣ: | Cuculiformes |
କୁଳ: | Cuculidae |
ପ୍ରଜାତି: | Eudynamys |
ଜାତି: | E. scolopaceus |
ବାଇନୋମିଆଲ ନାମ | |
Eudynamys scolopaceus (Linnaeus, 1758)
| |
The distribution of Asian Koel in black[୨] | |
Synonyms | |
Cuculus scolopaceus |
କୋଇଲି ଏକ ପ୍ରକାର ପକ୍ଷୀ ı ପ୍ରାଣୀବିଜ୍ଞାନରେ ଏହାର ନାମ ୟୁଡିନାମିସ୍ ସ୍କୋଲୋସ୍ନାସିଆ ıଏହି ପକ୍ଷୀ ସାଧାରଣତଃ ଭାରତରେ ବହୁଳ ଭାବରେ ଦେଖାଯାଆନ୍ତି । କୋଇଲିର ଆକାର ୩୯ରୁ ୪୬ ସେ.ମି ଓ ରଙ୍ଗ କଳା ıଏହାର ଲାଞ୍ଜ ଲମ୍ବା ହେଇଥିବା ବେଳେ ପରରେ ସାମାନ୍ୟ ଚିହ୍ନ ରହିଥିବା ଦେଖିବାକୁ ମିଳେ । ଥଣ୍ଟ ଛୋଟ ଓ ମୁନିଆଯୁକ୍ତ ıଅଣ୍ଡିରା ପକ୍ଷୀଙ୍କ ଆକାର ସମ୍ପୂର୍ଣ୍ଣ କଳାହେଇଥିବା ବେଳେ ଥଣ୍ଟ ହଳଦିଆ ଓ ସବୁଜ ମିଶା । ମାଈ ପକ୍ଷୀ ଗାଢ ଧୂସର ı ଏମାନଙ୍କ ଶରୀରରେ ଧଳା ଚିହ୍ନ ଦେଖିବାକୁ ମିଳେ । ମାଈ ପକ୍ଷୀଙ୍କର ଥଣ୍ଟ ସବୁଜ ଓ ଆଖି ଲାଲ । ଅଣ୍ଡିରା ପକ୍ଷୀଙ୍କଠାରୁ ମାଈ ପକ୍ଷୀ ସାମାନ୍ୟ ଛୋଟ । ଏମାନେ ଅଧିକ ଉଚ୍ଚ ଗଛରେ ବସା ବାନ୍ଧି ରହିଥାନ୍ତି ıଏମାନେ ମାଂସାଶୀ ı
ଆଧାର
- ↑ BirdLife International (2009). "Eudynamys scolopaceus". IUCN Red List of Threatened Species. Version 2009.2. International Union for Conservation of Nature.
{cite web}
: Invalid|ref=harv
(help) - ↑ Johnsgard, PA (1997). The avian brood parasites: deception at the nest. Oxford University Press. p. 259. ISBN 0-19-511042-0.
ବାହାର ଆଧାର
ଉଇକିମିଡ଼ିଆ କମନ୍ସରେ Eudynamys scolopaceus
ବାବଦରେ ମାଧ୍ୟମ ରହିଛି ।
- Song of the Indian Koel
- Common Koel videos, photos & sounds on the Internet Bird Collection
- Calls, Xeno-Canto Asia
- The Koel in Singapore