୧୧ ମଇ
<< | ମଇ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ୨୯ | ୩୦ | ୩୧ | |||
୨୦୨୩ |
May 11 in recent years |
୨୦୨୩ (ଗୁରୁବାର) |
୨୦୨୨ (ବୁଧବାର) |
୨୦୨୧ (ମଙ୍ଗଳବାର) |
୨୦୨୦ (ସୋମବାର) |
୨୦୧୯ (ଶନିବାର) |
୨୦୧୮ (ଶୁକ୍ରବାର) |
୨୦୧୭ (ଗୁରୁବାର) |
୨୦୧୬ (ବୁଧବାର) |
୨୦୧୫ (ସୋମବାର) |
୨୦୧୪ (ରବିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୧ ମଇ ବର୍ଷର ୧୩୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୩୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୨୩୪ ଦିନ ବାକି ଅଛି ।
ଘଟଣାବଳୀ
ଜନ୍ମ
- ୧୯୫୦ – ସଦାଶିବ ଅମରାପୁରକର, ହିନ୍ଦୀ କଥାଚିତ୍ର ଅଭିନେତା (ମୃତ୍ୟୁ: ୩ ନଭେମ୍ବର ୨୦୧୪)
- ୧୯୫୮ – ଜ୍ୟୋତ୍ସ୍ନା ରାଉତରାୟ, ମହିଳା ଓଡ଼ିଆ ସାମ୍ବାଦିକ, ସମ୍ପାଦକ ଏବଂ ସାହିତ୍ୟିକା (ମୃତ୍ୟୁ: ୬ ଅଗଷ୍ଟ ୨୦୧୩)
ମୃତ୍ୟୁ
- ୧୯୪୩ – ଶ୍ରୀବତ୍ସ ପଣ୍ଡା, ଓଡ଼ିଆ ସାହିତ୍ୟିକ ଓ ସମାଜ ସଂସ୍କାରକ (ଜନ୍ମ: ୧ ଅକ୍ଟୋବର ୧୮୭୦)
- ୨୦୧୪ – ଶରତ ପୂଜାରୀ, ଓଡ଼ିଆ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ (ଜନ୍ମ: ୮ ଅଗଷ୍ଟ ୧୯୩୪)
ପର୍ବପର୍ବାଣି
ଅଧିକ ତଥ୍ୟ
ଉଇକିମିଡ଼ିଆ କମନ୍ସରେ ୧୧ ମଇ
ବାବଦରେ ମାଧ୍ୟମ ରହିଛି ।