୨ ସେପ୍ଟେମ୍ବର
<< | ସେପ୍ଟେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ୨୯ | ୩୦ | ||||
୨୦୨୫ |
September 2 in recent years |
୨୦୨୪ (ସୋମବାର) |
୨୦୨୩ (ଶନିବାର) |
୨୦୨୨ (ଶୁକ୍ରବାର) |
୨୦୨୧ (ଗୁରୁବାର) |
୨୦୨୦ (ବୁଧବାର) |
୨୦୧୯ (ସୋମବାର) |
୨୦୧୮ (ରବିବାର) |
୨୦୧୭ (ଶନିବାର) |
୨୦୧୬ (ଶୁକ୍ରବାର) |
୨୦୧୫ (ବୁଧବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨ ସେପ୍ଟେମ୍ବର ବର୍ଷର ୨୪୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୪୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୨୦ ଦିନ ବାକି ଅଛି ।
ଘଟଣାବଳୀ
- ୧୮୦୬ ମସିହା: ସୁଇଜରଲ୍ୟାଣ୍ଡରେ ଭୂସ୍ଖଳନ ଯୋଗୁଁ ୪୫୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
- ୧୯୧୯ ମସିହା: ଇଟାଲୀରେ ସର୍ବସାଧାରଣଙ୍କୁ ମତଦାନ ଅଧିକାର ପ୍ରଦାନ କରାଯାଇଥିଲା ।
- ୧୯୩୫ ମସିହା: ଫ୍ଲୋରିଡାରେ ହୋଇଥିବା ଘୂର୍ଣ୍ଣିଝଡ଼ରେ ୪୨୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
- ୧୯୪୫ ମସିହା: ଭିଏତନାମ ସ୍ୱାଧୀନ ହୋଇଥିଲା ।
- ୧୯୫୧ ମସିହା: ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ-ଆମେରିକା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
- ୧୯୯୨ ମସିହା: ନିକାରାଗୁଆଠାରେ ହୋଇଥିବା ଭୂମିକମ୍ପରେ ୧୧୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।
- ୧୯୯୬ ମସିହା: ମହାକାଶଯାନ ସୋୟୁଜ୍ ଟିଏମ୍-୨୪ (Soyuz TM-24)ର ଧରାବତରଣ ହୋଇଥିଲା ।
- ୧୯୯୮ ମସିହା: ସ୍ୱିସ୍ଏୟାର୍ ବିମାନ ଦୁର୍ଘଟଣାରେ ୨୨୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
- ୨୦୧୬ ମସିହା: ଭାରତର କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସମସ୍ତ ସ୍ୱାଧୀନ ଫେଡେରେସନ୍ଗୁଡ଼ିକ ପକ୍ଷରୁ ୧୨ ଦଫା ଦାବି ନେଇ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିଲା ।
ଜନ୍ମ
ଦେହାନ୍ତ
ପର୍ବପର୍ବାଣି
ଆଧାର
- ↑ "ଇତିହାସରେ ଆଜି". ସମାଜ. Retrieved 2 September 2016.
ବାହାର ଲିଙ୍କ
ଉଇକିମିଡ଼ିଆ କମନ୍ସରେ ୨ ସେପ୍ଟେମ୍ବର
ବାବଦରେ ମାଧ୍ୟମ ରହିଛି ।