ଲଖାରି ବନ୍ୟଜନ୍ତୁ ସଂରକ୍ଷଣାଳୟ

ଗଞ୍ଜାମ ଜିଲ୍ଲାର ଚନ୍ଦ୍ରଗିରି ବନାଞ୍ଚଳ ଅନ୍ତର୍ଗତ ଲଖାରୀ ଜଙ୍ଗଲ ଦକ୍ଷିଣ ଓଡ଼ିଶାର ଏକ ଅଭୟାରଣ୍ୟ୤ ୧୯୮୮ ମସିହାରେ ଏହାକୁ ହାତୀ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା ୤୧୮୫ ବର୍ଗକିମି ଅଞ୍ଚଳରେ ପରିବ୍ୟାପ୍ତ ଏହି ଅଭୟାରଣ୍ୟରେ ହାତୀ ସମେତ ବାଘ, ହରିଣ, ସମ୍ବର, କୁଟ୍ରା, ଝିଙ୍କ, ଠେକୁଆ, ପ୍ରଭୃତି ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଏଠାରେ ଦେଖାଯାନ୍ତି ୤ []

ଗମନାଗମନ

ଏହା ବ୍ରହ୍ମପୁର ସହରଠାରୁ ୬୦ କିମି ଦୂରରେ ଅବସ୍ଥିତ । []

ଆଧାର

ବାହାର ଆଧାର