୧୫ ଅକ୍ଟୋବର
<< | ଅକ୍ଟୋବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | ୭ |
୮ | ୯ | ୧୦ | ୧୧ | ୧୨ | ୧୩ | ୧୪ |
୧୫ | ୧୬ | ୧୭ | ୧୮ | ୧୯ | ୨୦ | ୨୧ |
୨୨ | ୨୩ | ୨୪ | ୨୫ | ୨୬ | ୨୭ | ୨୮ |
୨୯ | ୩୦ | ୩୧ | ||||
୨୦୨୩ |
October 15 in recent years |
୨୦୨୩ (ରବିବାର) |
୨୦୨୨ (ଶନିବାର) |
୨୦୨୧ (ଶୁକ୍ରବାର) |
୨୦୨୦ (ଗୁରୁବାର) |
୨୦୧୯ (ମଙ୍ଗଳବାର) |
୨୦୧୮ (ସୋମବାର) |
୨୦୧୭ (ରବିବାର) |
୨୦୧୬ (ଶନିବାର) |
୨୦୧୫ (ଗୁରୁବାର) |
୨୦୧୪ (ବୁଧବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୫ ଅକ୍ଟୋବର ବର୍ଷର ୨୮୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୮୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୭୭ ଦିନ ବାକି ଅଛି ।
ଘଟଣାବଳୀ
ଜନ୍ମ
- ୧୫୪୨- ଆକବର, ତୃତୀୟ ମୋଗଲ ସମ୍ରାଟ (ମୃତ୍ୟୁ: ୨୭ ଅକ୍ଟୋବର ୧୬୦୫)
- ୧୮୭୨- ଜଳନ୍ଧର ଦେବ, ସାହିତ୍ୟିକ (ମୃତ୍ୟୁ: ୧୯୫୨)
- ୧୯୩୧- ଏ. ପି. ଜେ. ଅବଦୁଲ କଲାମ, ଭାରତର ଭୂତପୂର୍ବ ରାଷ୍ଟ୍ରପତି (ମୃତ୍ୟୁ: ୨୭ ଜୁଲାଇ ୨୦୧୫)
ମୃତ୍ୟୁ
- ୧୯୧୮- ଶିରିଡ଼ି ସାଇ ବାବା, ଭାରତୀୟ ଧର୍ମଗୁରୁ
ପର୍ବପର୍ବାଣି
ଅଧିକ ତଥ୍ୟ
ଉଇକିମିଡ଼ିଆ କମନ୍ସରେ ୧୫ ଅକ୍ଟୋବର
ବାବଦରେ ମାଧ୍ୟମ ରହିଛି ।