ଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୮୨,୬୦୫
ଜିଲ୍ଲା: ଗଞ୍ଜାମ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଆସିକା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଆସିକା (କ୍ରମିକ ସଂଖ୍ୟା: ୧୨୮) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆସିକା (ବି), ଆସିକା ବ୍ଳକ ଓ କବିସୂର୍ଯ୍ୟ ନଗର ବ୍ଳକର କିଛି ଅଂଶ ।[][]

ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ ବିଜେପି ପ୍ରାର୍ଥୀ ଦେବରାଜ ମହାନ୍ତିଙ୍କଠାରୁ ୨୭,୨୩୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବରାଜ ମହାନ୍ତି ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସରୋଜ କୁମାର ପାଣ୍ଡେଙ୍କଠାରୁ ୨୩୪୯୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[]

୨୦୦୯ ନିର୍ବାଚନ ଫଳାଫଳ

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବରାଜ ମହାନ୍ତି, ସ୍ୱାଧୀନ ପ୍ରାର୍ଥୀ ସରୋଜ କୁମାର ପାଢ଼ୀଙ୍କଠାରୁ ୨୯,୯୮୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

୨୦୦୯ ବିଧାନ ସଭା ନିର୍ବାଚନ, ଆସିକା []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଦେବରାଜ ମହାନ୍ତି ୪୬,୦୫୯ ୫୨.୨୫ -
ସ୍ୱାଧୀନ ସରୋଜ କୁମାର ପାଢ଼ୀ ୧୬,୦୭୩ ୧୮.୨୩ -
କଂଗ୍ରେସ ଅଲେଖ ଚୌଧୁରୀ ୧୫,୪୯୭ ୧୭.୫୮ -
ଭାଜପା ସୂର୍ଯ୍ୟ ନାରାୟଣ ଦାସ ୫,୧୨୮ ୫.୮୨ -
ସପା ଗଙ୍ଗାଧର ପାଣିଗ୍ରାହୀ ୧,୯୬୮ ୨.୨୩ -
ସ୍ୱାଧୀନ ସୁବାସ ଚନ୍ଦ୍ର ମହାରଣା ୧,୨୦୯ ୧.୩୭ -
ସମୃଦ୍ଧ ଓଡ଼ିଶା ଭି. ରାମ କୃଷ୍ଣ ରାଓ ୬୬୨ ୦.୭୫ -
ସ୍ୱାଧୀନ ଶଶି ଭୂଷଣ ସାହୁ ୫୩୭ ୦.୬୧ -
ରିସୋପା ଲିଙ୍ଗରାଜ କର ୫୨୭ ୦୦.୬୦ -
ସ୍ୱଧୀନ ବାଞ୍ଛା ପ୍ରଧାନ ୪୯୪ ୦.୫୬ -
ଭୋଟ ବ୍ୟବଧାନ ୨୯,୯୮୬ ୩୪.୦୨* -
ମତଦାନ ହାର ୮୮,୧୬୮ ୫୨.୬୩ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର