୬ ସେପ୍ଟେମ୍ବର
<< | ସେପ୍ଟେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | |||||
୩ | ୪ | ୫ | ୬ | ୭ | ୮ | ୯ |
୧୦ | ୧୧ | ୧୨ | ୧୩ | ୧୪ | ୧୫ | ୧୬ |
୧୭ | ୧୮ | ୧୯ | ୨୦ | ୨୧ | ୨୨ | ୨୩ |
୨୪ | ୨୫ | ୨୬ | ୨୭ | ୨୮ | ୨୯ | ୩୦ |
୨୦୨୩ |
September 6 in recent years |
୨୦୨୩ (ବୁଧବାର) |
୨୦୨୨ (ମଙ୍ଗଳବାର) |
୨୦୨୧ (ସୋମବାର) |
୨୦୨୦ (ରବିବାର) |
୨୦୧୯ (ଶୁକ୍ରବାର) |
୨୦୧୮ (ଗୁରୁବାର) |
୨୦୧୭ (ବୁଧବାର) |
୨୦୧୬ (ମଙ୍ଗଳବାର) |
୨୦୧୫ (ରବିବାର) |
୨୦୧୪ (ଶନିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୬ ସେପ୍ଟେମ୍ବର ବର୍ଷର ୨୪୯ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୫୦ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୬ ଦିନ ବାକି ଅଛି ।
ଘଟଣାବଳୀ
- ୧୭୧୬: ଉତ୍ତର ଆମେରିକାରେ ପ୍ରଥମ ବତୀଘର ନିର୍ମିତ ହୋଇଥିଲା ।
- ୧୭୭୬: କାରବିୟାନ୍ ସାଗରସ୍ଥିତ ଗୁଆଡେଲୋପ୍ ଦ୍ୱୀପରେ ଘୂର୍ଣ୍ଣିଝଡ଼ ହୋଇ ୬୦୦୦ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
- ୧୮୬୯: ପେନ୍ସିଲ୍ଭାନିଆ ଅଗ୍ନିକାଣ୍ଡରେ ୧୨୦ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
- ୧୯୩୯: ନାଜି ଜର୍ମାନୀ ବିରୁଦ୍ଧରେ ଦକ୍ଷିଣ ଆଫ୍ରିକା ଯୁଦ୍ଧ ଘୋଷଣା କରିଥିଲା ।
- ୧୯୪୮: ଜୁଲିଆନା ନେଦରଲ୍ୟାଣ୍ଡର ରାଣୀ ଭାବେ ଅଭିଷିକ୍ତା ହୋଇଥିଲେ ।
- ୧୯୭୫: ତୁର୍କୀଠାରେ ହୋଇଥିବା ଭୂମିକମ୍ପରେ ୨୦୦୦ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
- ୨୦୦୨: ଆମେରିକାରେ ପ୍ରଥମ ଥର ପାଇଁ କଫି-ଆଇସ୍କ୍ରିମ୍ ଦିବସ ପାଳନ କରାଯାଇଥିଲା ।
ଜନ୍ମ
ଦେହାନ୍ତ
ପର୍ବପର୍ବାଣି
ବାହାର ଲିଙ୍କ
ଉଇକିମିଡ଼ିଆ କମନ୍ସରେ ୬ ସେପ୍ଟେମ୍ବର
ବାବଦରେ ମାଧ୍ୟମ ରହିଛି ।
- BBC: ଏହି ଦିନ Archived 2008-03-09 at the Wayback Machine.
- କାନାଡାରେ ଏହି ଦିନ[permanent dead link]
Preview of references
- ↑ "ଇତିହାସରେ ଆଜି". ସମାଜ. Retrieved 6 September 2016.