୨ ସେପ୍ଟେମ୍ବର

୧୦ ୧୧ ୧୨ ୧୩ ୧୪ ୧୫ ୧୬
୧୭ ୧୮ ୧୯ ୨୦ ୨୧ ୨୨ ୨୩
୨୪ ୨୫ ୨୬ ୨୭ ୨୮ ୨୯ ୩୦
  ୨୦୨୩ (ଶନିବାର)
  ୨୦୨୨ (ଶୁକ୍ରବାର)
  ୨୦୨୧ (ଗୁରୁବାର)
  ୨୦୨୦ (ବୁଧବାର)
  ୨୦୧୯ (ସୋମବାର)
  ୨୦୧୮ (ରବିବାର)
  ୨୦୧୭ (ଶନିବାର)
  ୨୦୧୬ (ଶୁକ୍ରବାର)
  ୨୦୧୫ (ବୁଧବାର)
  ୨୦୧୪ (ମଙ୍ଗଳବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୨ ସେପ୍ଟେମ୍ବର ବର୍ଷର ୨୪୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୪୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୨୦ ଦିନ ବାକି ଅଛି ।

ଘଟଣାବଳୀ

ମହାକାଶରେ ସୋୟୁଜ୍ ଟିଏମ୍-୨୪ ମହାକାଶଯାନର ଏକ ଦୃଶ୍ୟ ।

[୧]

  • ୧୮୦୬ ମସିହା: ସୁଇଜରଲ୍ୟାଣ୍ଡରେ ଭୂସ୍ଖଳନ ଯୋଗୁଁ ୪୫୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
  • ୧୯୧୯ ମସିହା: ଇଟାଲୀରେ ସର୍ବସାଧାରଣଙ୍କୁ ମତଦାନ ଅଧିକାର ପ୍ରଦାନ କରାଯାଇଥିଲା ।
  • ୧୯୩୫ ମସିହା: ଫ୍ଲୋରିଡାରେ ହୋଇଥିବା ଘୂର୍ଣ୍ଣିଝଡ଼ରେ ୪୨୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
  • ୧୯୪୫ ମସିହା: ଭିଏତନାମ ସ୍ୱାଧୀନ ହୋଇଥିଲା ।
  • ୧୯୫୧ ମସିହା: ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ-ଆମେରିକା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ୧୯୯୨ ମସିହା: ନିକାରାଗୁଆଠାରେ ହୋଇଥିବା ଭୂମିକମ୍ପରେ ୧୧୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।
  • ୧୯୯୬ ମସିହା: ମହାକାଶଯାନ ସୋୟୁଜ୍ ଟିଏମ୍-୨୪ (Soyuz TM-24)ର ଧରାବତରଣ ହୋଇଥିଲା ।
  • ୧୯୯୮ ମସିହା: ସ୍ୱିସ୍ଏୟାର୍ ବିମାନ ଦୁର୍ଘଟଣାରେ ୨୨୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
  • ୨୦୧୬ ମସିହା: ଭାରତର କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସମସ୍ତ ସ୍ୱାଧୀନ ଫେଡେରେସନ୍‌ଗୁଡ଼ିକ ପକ୍ଷରୁ ୧୨ ଦଫା ଦାବି ନେଇ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିଲା ।

ଜନ୍ମ

ଦେହାନ୍ତ

ପର୍ବପର୍ବାଣି

ଆଧାର

  1. "ଇତିହାସରେ ଆଜି". ସମାଜ. Retrieved 2 September 2016.

ବାହାର ଲିଙ୍କ